ଅମିତ୍‌ ଶାହଙ୍କ ରଣହୁଙ୍କାର, ୟୁପିରେ ୭୪ ଆସନ ଜିତିବୁ

Advertisment
ଅମିତ୍‌ ଶାହଙ୍କ ରଣହୁଙ୍କାର, ୟୁପିରେ ୭୪ ଆସନ ଜିତିବୁ

ଚନ୍ଦୌଲି: ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶରେ ବିଜେପି ଏହାର ଅଭିଯାନକୁ ତୀବ୍ର କରିଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍‌ କରି ଆଜି ଭୀଷଣ ଗର୍ଜିଛନ୍ତି। ସାଧାରଣ ନିର୍ବାଚନରେ ବିଜେପିକୁ ୭୪ ଆସନ ମିଳିବ ଏବଂ ଏଥିରେ କାହାର ପ୍ରଭାବ କାଟୁ କରିବ ନାହିଁ। ବୁଆ (ମାୟାବତୀ), ବବୁଆ (ଅଖିଳେଶ ଯାଦବ) ଏବଂ ବାବା (ରାହୁଲ ଗାନ୍ଧୀ) ଏକାଠି ହେଲେ ମଧ୍ୟ କିଛି କରିପାରିବେ ନାହିଁ ବୋଲି ସେ ଦୃଢ଼ତାର ସହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe