ଚେନ୍ନାଇରେ ଅମିତ ଶାହ ମେଣ୍ଟ ଜାରି ରହିବ: ଏଆଇଏଡିଏମ୍‌କେ

Advertisment
ଉପା ଅମଳର ରାଜ ଖୋଲିଲେ ଅମିତ ଶାହ

Image Source: India Today

ଚେନ୍ନା: ୨୦୨୧-ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ବିଜେପି ସହିତ ମେଣ୍ଟ ଜାରି ରହିବ ବୋଲି ଆଜି ଏଆଇଏଡିଏମ୍‌କେ ଘୋଷଣା କରିଛି। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଚେନ୍ନାଇ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଇ ପଲାନିସ୍ବାମୀ ଏହି ଘୋଷଣା କରିଛନ୍ତି। ଶାହଙ୍କୁ ଆଜି ଚେନ୍ନାଇରେ ଭବ୍ୟ ସ୍ବାଗତ କରାଯାଇଛି। କୋଭିଡ୍‌-୧୯ ମୁକାବିଲାରେ ରାଜ୍ୟ ସରକାରଙ୍କ ସଫଳ ପରିଚାଳନାକୁ ଶାହ ଭୂୟସୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe