ଭାରତ ବାୟୋଟେକ୍‌ର ନାକରେ ପକାଯାଉଥିବା ଟିକାକୁ ଅନୁମୋଦନ

ଭାରତ ବାୟୋଟେକ୍‌ର ନାକରେ ପକାଯାଉଥିବା ଟିକାକୁ ଅନୁମୋଦନ

Deccan Herald

ନୂଆଦିଲ୍ଲୀ: ଭାରତର ଟିକା ନିର୍ମାତା ଭାରତ ବାୟୋଟେକ୍ ସୋମବାର କହିଛି ଯେ ଏହାର ଇଣ୍ଟ୍ରାନାଜାଲ (ଅନ୍ତର୍ନାସିକ୍ୟ) କୋଭିଡ୍ ଟିକା ଇନ୍‌କୋଭାକ୍‌କୁ ୧୮ ବର୍ଷ ବା ତଦୂର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଏକ ବିଷମଜାତୀୟ ବୁଷ୍ଟର ଭାବେ ଦେବା ପାଇଁ କେନ୍ଦ୍ରୀୟ ଔଷଧ ନିୟାମକ ସଂସ୍ଥା ସିଡିଏସ୍‌ସିଓ ଅନୁମତି ପ୍ରଦାନ କରିଛି। ବିଷମଜାତୀୟ ଅର୍ଥ ପ୍ରଥମ ଦୁଇଟି ଡୋଜ୍ ଅନ୍ୟ ଟିକା ନେଇଥିବା ବ୍ୟକ୍ତି ଏହି ଟିକା ନେଇପାରିବ। କମ୍ପାନି ଆହୁରି କହିଛି ଯେ, ଏହି ଟିକାର ତିନୋଟି ପର୍ଯ୍ୟାୟରେ ନୈଦାନିକ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ନାଜାଲ ଡ୍ରପ୍ ଆକାରରେ ଏହି ଟିକା ପ୍ରଦାନ କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe