XDA Developers
ନୂଆଦିଲ୍ଲୀ: ଚୀନ୍ ସ୍ମାର୍ଟଫୋନ୍ କମ୍ପାନି ସାଓମି ନିଜ ଆପ୍ରେ ଅରୁଣାଚଳପ୍ରଦେଶକୁ ଭାରତର ବୋଲି ନ ଦେଖାଇବା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି। ସାଓମି ନିଜର ‘ୱେଦର ଆପ୍’ରେ ଅରୁଣାଚଳପ୍ରଦେଶକୁ ଭାରତର ବୋଲି ଦର୍ଶାଇନାହିଁ। ଅପରପକ୍ଷେ, ଅରୁଣାଚଳପ୍ରଦେଶକୁ ଚୀନ୍ ନିଜର ବୋଲି ଦାବି କରୁଥିବାରୁ ଚୀନ୍ର ଏହି ସ୍ମାର୍ଟଫୋନ୍ କମ୍ପାନି ଚୀନ୍କୁ ସମର୍ଥନ କରି ଏଭଳି ପଦକ୍ଷେପ ନେଇଛି ବୋଲି କୁହାଯାଉଛି।
Follow Us