ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନଦ କେଜ୍ରିଓ୍ଵାଲ ପ୍ରାକୃତିକ ଚିକିତ୍ସା ନିମନ୍ତେ ଆସନ୍ତାକାଲିଠାରୁ ୧୦ ଦିନ ପାଇଁ ବେଙ୍ଗାଲୁରୁ ଗସ୍ତରେ ଯିବେ। ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ୯ ଦିନ ଧରି ଧାରଣା ଦେବାପରେ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଛି। ପୂର୍ବରୁ କାଶ ସମସ୍ୟା ପାଇଁ କେଜ୍ରିଓ୍ଵାଲ ବେଙ୍ଗାଲୁରୁରେ ପ୍ରାକୃତି ଚିକିତ୍ସା କରାଇଥିବା ବେଳେ ଏବେ ମଧୁମେହଜନିତ ସମସ୍ୟା ପାଇଁ ବେଙ୍ଗାଲୁରୁ ଯାଉଥିବା ଜଣାପଡ଼ିଛି।
ଚିକିତ୍ସା ପାଇଁ ବେଙ୍ଗାଲୁରୁ ଯିବେ କେଜ୍ରିଓ୍ଵାଲ
Advertisment
Follow Us