ତୃଣମୂଳ ସୁପ୍ରିମୋ ଆତ୍ମନିରୀକ୍ଷଣ କରନ୍ତୁ: ଅୱେସି

ବାବ୍ରି ମସଜିଦ ଥିଲା ଓ ରହିବ: ଓୱେସି

Free Press Journal

କୋଲକାତା : ପଶ୍ଚିମ ବଙ୍ଗରେ ବିଜେପିର ପଲା ଭାରି ହେବା ପାଇଁ ତୃଣମୂଳ କଂଗ୍ରେସକୁ ଦାୟୀ କରିଛନ୍ତି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଉଦ୍ଦିନ୍‌ ଅୱେସି। ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଇଙ୍ଗିତ କରି କହିଛନ୍ତି, ଆମ ଦଳକୁ ଅଙ୍ଗୁଳି ନିର୍ଦ୍ଦେଶ ନକରି ନିଜେ ଆତ୍ମ ନିରୀକ୍ଷଣ କରିବା ଉଚିତ। ହୁଗୁଳି ଜିଲ୍ଲାର ଫୁର୍‌ଫୁରା ଶରିଫରେ ଆଜି ମୁସ୍‌ଲିମ୍‌ ନେତାମାନଙ୍କ ସହ ବୈଠକ କରି ଏକଥା କହିଛନ୍ତି ଅୱେସି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe