ଆତଙ୍କବାଦୀ ଗୁଳିରେ ଯୁବକ ମୃତ

Advertisment
ଯବାନଙ୍କୁ ଉଠାଇନେଲେ ଆତଙ୍କବାଦୀ

theweek.in

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଆଜି ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ସୂଚନାନୁଯାୟୀ, ପୁଲୱାମାର ରେଶିପୁରା ଅଞ୍ଚଳର ମୋହସିନ୍‌ ୱାନି(୨୫)ଙ୍କୁ ତାଙ୍କ ଘର ନିକଟରେ ହିଁ ଆତଙ୍କବାଦୀମାନେ ଗୁଳି କରିଥିଲେ। ଗୁରୁତର ଅବସ୍ଥାରେ ଵାନିଙ୍କୁ ସ୍ଥାନୀୟ ଡାକ୍ତରଖାନା ନିଆଯାଉଥିବାବେଳେ ବାଟରେ ହିଁ ସେ ଆଖି ବୁଜିଥିଲେ। ଘଟଣା ପରେ ପୁଲିସ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe