ବିଜେପି ସାଂସଦଙ୍କ ଗାଡ଼ି ଭଙ୍ଗାରୁଜା କଲେ ଚାଷୀ, ୨ ଗିରଫ

ବିଜେପି ସାଂସଦଙ୍କ ଗାଡ଼ି ଭଙ୍ଗାରୁଜା କଲେ ଚାଷୀ, ୨ ଗିରଫ

ଚଣ୍ଡିଗଡ଼ : ହରିୟାଣାର ବିଜେପି ସାଂସଦ ରାମ ଚନ୍ଦ୍ର ଜଙ୍ଗ୍ରାଙ୍କର ହିସାର ଜିଲ୍ଲା ଗସ୍ତକୁ ବିରୋଧ କରି ଶୁକ୍ରବାର ଦିନ କୃଷକମାନେ ଜୋରଦାର ଆନ୍ଦୋଳନ କରିଥିଲେ। ସେମାନେ ସାଂସଦଙ୍କ ଗାଡ଼ି ଭଙ୍ଗାରୁଜା କରିବା ନେଇ ଉତ୍ତେଜନା ପ୍ରକାଶ ପାଇଛି । ଉକ୍ତ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବି‌ରୋଧ କରି ହରିୟାଣାରେ ଆନ୍ଦୋଳନ କରୁଥିବା କୃଷକମାନେ ରାଜ୍ୟକୁ କୌଣସି ବିଜେପି ନେତାଙ୍କ ଗସ୍ତ କିମ୍ବା କାର୍ଯ୍ୟକ୍ରମକୁ ବିରୋଧ କରି ଆସୁଛନ୍ତି। ପୁଲିସ ସୂଚନାନୁଯାୟୀ, ସାଂସଦ ରାମଚନ୍ଦ୍ର ନିଜ କାର୍ଯ୍ୟକ୍ରମ ସାରି ଫେରୁଥିବା ସମୟରେ ଅଚାନକ କେତେକ ବ୍ୟକ୍ତି ଆସି ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe