ହତ୍ୟା ଉଦ୍ୟମ ମାମଲା:କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦଙ୍କ ପୁଅ ଗିରଫ

ହତ୍ୟା ଉଦ୍ୟମ ମାମଲା:କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦଙ୍କ ପୁଅ ଗିରଫ

hindustantimes.com/india-news

ଭୋପାଳ : କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କ ପୁ୍ଅଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ପୁଲିସ ଗତକାଲି ଗିରଫ କରିଛି। ଗତ ରାତିରେ ହୋଇଥିବା ଏକ ବଡ଼ ଧରଣର ଆକ୍ରମଣ ମାମଲାରେ ପୁଲିସ ମୋଟ ୭ ଜଣଙ୍କୁ ଗିରଫ କରିଛି। ମଧ୍ୟପ୍ରଦେଶରେ ଗୋଟେଗାଓଁ ନରସିଂହପୁର ଜିଲ୍ଲାରେ ଏହି ଘଟଣା ଘଟିଛି। ପ୍ରହଲ୍ଲାଦ ପଟେଲଙ୍କ ପୁଅ ୨୬ ବର୍ଷୀୟ ପ୍ରବଳ ପଟେଲ, ତାଙ୍କ ପୁତୁରା ମନୁ ପଟେଲ ଏବଂ ଅନ୍ୟ ୫ ଜଣଙ୍କ ଆକ୍ରମଣରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe