ନୂଆଦିଲ୍ଲୀ : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଦ୍ବାରା ଓଡ଼ିଶାର କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସମେତ ୧୧ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପ୍ରଥମ ଥର ପାଇଁ ପ୍ରଦର୍ଶନ ଅଡିଟ୍ କରାଯାଇଛି। ସୂତ୍ର ଅନୁସାରେ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତିଙ୍କ ଦ୍ବାରା ବିଶ୍ବବିଦ୍ୟାଳୟରେ କେଉଁସବୁ ପଦକ୍ଷେପ ନିଆଯିବ, ସେ ନେଇ ପ୍ରସ୍ତୁତ କରାଯାଇଥିବା ରୋଡ୍ମ୍ୟାପ୍କୁ ଉପସ୍ଥାପନ କରାଯାଇଥିଲା। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଦ୍ବାରା ଆୟୋଜନ କରାଯାଇଥିବା ସମୀକ୍ଷା ବୈଠକରେ ବିଶ୍ବବିଦ୍ୟାଳୟ ଆୟୋଗର ମୁଖ୍ୟ ଡି ପି ସିଂହ ଉପସ୍ଥିତ ଥିଲେ।
୧୧ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରଦର୍ଶନର ଅଡିଟ୍
Advertisment
Follow Us