କାନବେରା: ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ବବ୍ ହାୱକେଙ୍କ ୮୯ ବୟସରେ ଦେହାନ୍ତ ହୋଇଯାଇଛି। ୧୯୮୩ରୁ ୧୯୯୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିବା ହାୱକେ ଅଶୀ ଦଶକରେ ଦେଶର ରାଜନୀତିରେ ବେଶ ପ୍ରଭାବଶାଳୀ ଥିଲେ। ବିୟର୍ ଏବଂ କ୍ରିକେଟ ଖେଳକୁ ଭଲପାଉଥିବା ହାୱକେ ଅଷ୍ଟ୍ରେଲିଆ ଅର୍ଥନୀତିର ଆଧୁନୀକରଣ କରିଥିଲେ। ଲେବର ପାର୍ଟିର ସେ ସବୁଠୁ ବେଶୀ ସମୟ ଧରି ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିବା ନେତା ଥିଲେ।
ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ବବ୍ ହାୱକେଙ୍କ ଦେହାନ୍ତ
Advertisment
Follow Us