thenewsminute.com
ନୂଆଦିଲ୍ଲୀ: ଲୋକସଭାରେ ଆଜି ହାଇଦ୍ରାବାଦ ସାଂସଦ ଅସଉଦ୍ଦିନ ଅୱେସି ଶପଥ ଗ୍ରହଣ କରିଛନ୍ତି। ସେ ଶପଥ ନେବା ବେଳେ କେତେକ ସାଂସଦ ଜୟ ଶ୍ରୀରାମ ଏବଂ ବନ୍ଦେ ମାତରମ୍ ସ୍ଲୋଗାନ ଦେଇଥିଲେ। ଅୱେସି ଏହାର ଜବାବରେ ହାତ ହଲାଇ ଆହୁରି ଜୋର୍ରେ ସ୍ଲୋଗାନ ଦେବାକୁ କହିଥିଲେ । ଆଜି ସଂସଦରେ ଜୟ ଭୀମ୍, ଆଲ୍ଲା-ହୁ-ଅକ୍ବର ଏବଂ ଜୟ ହିନ୍ଦ ସ୍ଲୋଗାନ ମଧ୍ୟ ଚର୍ଚ୍ଚାରେ ରହିଥିଲା। ବିଜେପି ସାଂସଦ ସାକ୍ଷୀ ମହାରାଜ ଶପଥ ନେବା ବେଳେ ‘ମନ୍ଦିର ୱହି ବନାଏଙ୍ଗେ’ ସ୍ଲୋଗାନ ଦିଆଯାଇଥିଲା।
Follow Us