ଅଯୋଧ୍ୟା ବିବାଦ:ଜମି ଅଧିଗ୍ରହଣ ଆଇନକୁ ସୁପ୍ରିମ୍‌ କୋର୍ଟରେ ଚ୍ୟାଲେଞ୍ଜ୍‌

Advertisment
ଅଯୋଧ୍ୟା ବିବାଦ:ଜମି ଅଧିଗ୍ରହଣ ଆଇନକୁ ସୁପ୍ରିମ୍‌ କୋର୍ଟରେ ଚ୍ୟାଲେଞ୍ଜ୍‌

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ଅଂଚଳରେ ହୋଇଥିବା ୧୯୯୩ର ଜମି ଅଧିଗ୍ରହଣକୁ ଚ୍ୟାଲେଂଜ କରି ଆଜି ସୁପ୍ରିମ୍‌ କୋର୍ଟରେ ମାମଲା ରୁଜୁ ହୋଇଛି। ରାଜ୍ୟର ଜମିକୁ ସଂସଦର କୌଣସି ଆଇନ ବଳରେ ଅଧିଗ୍ରହଣ କରିବା ଅଧିକାର ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe