ଆଜମ ଖାନ୍‌ଙ୍କ ଉପରେ ପୁଣି କଟକଣା:୪୮ ଘଣ୍ଟା ପ୍ରଚାର କରିପାରିବେନି

Advertisment
ଆଜମ ଖାନଙ୍କୁ ବଡ ଝଟକା, ବିଧାନସଭା ଯିବାକୁ ଅନୁମତି ଦେଲେନାହିଁ କୋର୍ଟ

.mid-day.com

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କ ଉପରେ ପୁଣିଥ‌‌ରେ ନିର୍ବାଚନ କମିସନ୍‌ କଟକଣା ଲଗାଇଛନ୍ତି। ଆଜମ ଖାନ୍‌ ୪୮ ଘଣ୍ଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର କରିପାରିବେନି ବୋଲି ନିର୍ବାଚନ କମିସନ୍‌ କହିଛନ୍ତି। କମିସନ୍‌ଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତାକାଲି ତଥା ବୁଧବାର ସକାଳ ୬ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଆଜମ୍‌ କୌଣସି ପ୍ରକାର ନିର୍ବାଚନୀ ପ୍ରଚାରରେ ସାମିଲ ହୋଇପାରିବେନି। ‌ ଆଜମ ଖାନ୍‌ଙ୍କ ଉତ୍ତେଜନା ସୃଷ୍ଟିକାରୀ ବୟାନ ପାଇଁ ତାଙ୍କ ଉପରେ ପ୍ରଚାର କଟକଣା ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe