ମୁଖତାର ପରି ଅବସ୍ଥା ହେବନି ତ ? ଜେଲରେ ଭୟରେ ଥିଲେ ଆଜମ

Advertisment

ସମାଜବାଦୀ ପାର୍ଟିର ନେତା ଆଜମ ଖାନ ୨୩ ମାସ ପରେ ସୀତାପୁର ଜେଲରୁ ଜାମିନରେ ମୁକୁଳିଛନ୍ତି। ବର୍ତ୍ତମାନ ସେ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି। ଜେଲରୁ ବାହାରିବା ପରେ ଏବେ ସେ ଜେଲ ଭିତରେ ଥିବା ଭୟର ବାତାବାରଣ କଥା ପ୍ରକାଶ କରିଛନ୍ତି।

ସମାଜବାଦୀ ପାର୍ଟିର ନେତା ଆଜମ ଖାନ ୨୩ ମାସ ପରେ ସୀତାପୁର ଜେଲରୁ ଜାମିନରେ ମୁକୁଳିଛନ୍ତି। ବର୍ତ୍ତମାନ ସେ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି। ଜେଲରୁ ବାହାରିବା ପରେ ଏବେ ସେ ଜେଲ ଭିତରେ ଥିବା ଭୟର ବାତାବାରଣ କଥା ପ୍ରକାଶ କରିଛନ୍ତି।

Untitled-18

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ନେତା ଆଜମ ଖାନ ୨୩ ମାସ ପରେ ସୀତାପୁର ଜେଲରୁ ଜାମିନରେ ମୁକୁଳିଛନ୍ତି। ବର୍ତ୍ତମାନ ସେ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି। ଜେଲରୁ ବାହାରିବା ପରେ ଏବେ ସେ ଜେଲ ଭିତରେ ଥିବା ଭୟର ବାତାବାରଣ କଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ କୁଖ୍ୟାତ ବାହୁବଳୀ ମୁଖତାର ଅବ୍ବାସ ନକବୀର ମୃତ୍ୟୁ ଖବର ଜାଣିବାପରେ ଜେଲରେ କିଛି ଖାଇବା କିମ୍ବା ପିଇବାରେ ଭୟ ଲାଗୁଥିଲା। 

ସୂଚନାଯୋଗ୍ୟ ଯେ ମୁଖତାରର ମୃତ୍ୟୁ ବାନ୍ଦା ଜେଲରେ ହୃଦ୍ଘାତ କାରଣରୁ ହୋଇଥିଲା। କିନ୍ତୁ ଏହି ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଏପରିକି ତାଙ୍କ ପରିବାର ଲୋକେ ମଧ୍ୟ ହୃଦଘାତ ମୃତ୍ୟୁକୁ ସଂଦେହ କରିଥିଲେ । ତାଙ୍କ ଭାଇ ଅଫଜଲ ଅନସାରୀ ଓ ପୁଅ ଓମର ଅନସାରୀ ଅଭିଯୋଗ କରିଥିଲେ ଯେ ତାଙ୍କ ଖାଦ୍ୟରେ ବିଷ ମିଶାଯାଇଥିଲା ।  ତେବେ ଜେଲ ପ୍ରଶାସନ ହୃଦଘାତ ମୃତ୍ୟୁ କଥା କହିଥିଲା ।   ଏହା ଉପରେ ଆଜମ ଖାଁ ମଧ୍ୟ ତାଙ୍କ ଭୟ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe