ବହରାଇଚ୍‌ ହିଂସା ୫୨ ଗିରଫ: ଇଣ୍ଟରନେଟ୍‌ ବନ୍ଦ

Advertisment

ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାରେ ଅକ୍ଟୋବର ୧୩ ତାରିଖରେ ହୋଇଥିବା ହିଂସାତ୍ମକ ସଂଘର୍ଷ ଘଟଣାରେ ୫୦ରୁ ଅଧିକ ଗିରଫ ହୋଇଛନ୍ତି। ପରିସ୍ଥିତିରେ  ସୁଦ୍ଧାର ଆସୁଥିଲେ ମଧ୍ୟ ବହରାଇଚର ମହସି ତହସିଲରେ ମୋବାଇଲ ଇଣ୍ଟରନେଟ୍‌ ଏବଂ ବ୍ରଡବ୍ୟାଣ୍ଡ୍‌ ସେବା ବନ୍ଦ ରହିଛି।

sfsf

Swadesh News

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାରେ ଅକ୍ଟୋବର ୧୩ ତାରିଖରେ ହୋଇଥିବା ହିଂସାତ୍ମକ ସଂଘର୍ଷ ଘଟଣାରେ ୫୦ରୁ ଅଧିକ ଗିରଫ ହୋଇଛନ୍ତି। ପରିସ୍ଥିତିରେ  ସୁଦ୍ଧାର ଆସୁଥିଲେ ମଧ୍ୟ ବହରାଇଚର ମହସି ତହସିଲରେ ମୋବାଇଲ ଇଣ୍ଟରନେଟ୍‌ ଏବଂ ବ୍ରଡବ୍ୟାଣ୍ଡ୍‌ ସେବା ବନ୍ଦ ରହିଛି। ଏବେ ବି ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣା ସ୍ଥଳରେ ବ୍ୟାପକ ପୁଲିସ ମୁତୟନ ହୋଇଛି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଡିଜିପି ଅମିତାଭ ୟାଶ ଏବଂ ଗୃହ ସଚିବ ସଂଜୀବ ଗୁପ୍ତା ବହରାଇଚରେ  ସ୍ଥିତି ତଦାରଖ କରୁଛନ୍ତି।  ବହରାଇଚ ଏବଂ ସୀତାପୁରର ୨୦ରୁ ଅଧିକ ସମ୍ବେଦନଶୀଳ ଅଂଚଳରେ ଛକାପଞ୍ଝା ଜାରି ରହିଥିବାରୁ ଏହା ଉପରେ ସତର୍କ ନଜର ରଖାଯାଇଛି।   ବହରାଇଚ ଏସ୍‌ପି ବୃନ୍ଦା ଶୁକ୍ଳା କହିଛନ୍ତି, ମାମଲାରେ ୫୨ ଜଣ ଗିରଫ ହୋଇଛନ୍ତି ଏବଂ ସିସିଟିଭି ଫୁଟେଜ ଆଧାରରେ ଦଙ୍ଗାକାରୀ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe