times of india
ମାନାମା: ବାହାରିନ୍ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ସମ୍ମାନ ଜଣାଇ ୨୫୦ ଜଣ ଭାରତୀୟ ବନ୍ଦୀଙ୍କ ସଜା ପ୍ରତ୍ୟାହାର କରିନେଇଛନ୍ତି ଏବଂ ସମସ୍ତଙ୍କୁ ତୁରନ୍ତ ଖଲାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏଥିପାଇଁ ବାହାରିନ୍ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିଶ୍ବର ବିଭିନ୍ନ ଦେଶରେ ଏବେ ୮୧୮୯ ଭାରତୀୟ କଏଦୀ ଅଛନ୍ତି। ୟୁଏଇରେ ସର୍ବାଧିକ ଭାରତୀୟ ବନ୍ଦୀ ଥିବା ଜଣାପଡ଼ିଛି।
Follow Us