ମଦ ନୀତିକୁ ବୈଜୟନ୍ତଙ୍କ ସମାଲୋଚନା

Advertisment
ପୁଲିସର ଆକ୍ରମଣକୁ ବୈଜୟନ୍ତଙ୍କ ନିନ୍ଦା

News18

ନୂଆଦିଲ୍ଲୀ : ଦିଲ୍ଲୀ ଶାସନ କ୍ଷମତାରେ ଥିବା କେଜ୍ରିୱାଲ ସରକାରଙ୍କର ନୂତନ ମଦ ନୀତି ବିରୋଧରେ ଆଜି ଦିଲ୍ଲୀ ବିଜେପି ପକ୍ଷରୁ ଏକ ବିଶାଳ ଭର୍ଚୁଆଲ୍‌ ସମାବେଶର ଆୟୋଜନ କରାଯାଇଥିଲା। ସମାବେଶରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ବିଜେପି ଦିଲ୍ଲୀ ଓ ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ଯୋଗଦେଇଥିଲେ। ଦୁଇ ନେତା କେଜ୍ରିୱାଲ ସରକାରଙ୍କ ମଦ ନୀତିକୁ କଟୁ ସମାଲୋଚନା କରିଥିଲେ। ଏହା ସହିତ ଶ୍ରୀ ପଣ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe