ବଳିଆକୁ ଜ୍ୱର

Advertisment
ବଳିଆକୁ ଜ୍ୱର

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଜଗା ବଳିଆଙ୍କ ଗତ ଦୁଇଦିନ ହେବ ବଳିଆକୁ ହଠାତ୍‌ ଜ୍ୱର ହୋଇଥିବା ଜଣାପଡ଼ିଛି। ଗତ ୨୨ ତାରିଖ ଦିନ ବଳିଆର ଖପୁରୀରେ ଚର୍ମ ପ୍ରତିରୋପଣ କରାଯିବା ପରେ ଜ୍ୱର ହୋଇଥିଲା। ତେବେ ଏହା କୌଣସି ଚିନ୍ତାର କାରଣ ନୁହେଁ ବୋଲି ଡାକ୍ତରମାନେ କହିଥିବା ଜଗା ବଳିଆଙ୍କ ବାପା ଭୂୟାଁ କଁହର କହିଛନ୍ତି। ଆସନ୍ତାକାଲି ଏମ୍ସ ଡାକ୍ତରୀଦଳ ଜଗା ବଳିଆଙ୍କ ସହ ଗଣତନ୍ତ୍ର ଦିବସର କିଛି ମୁହୂର୍ତ୍ତ ବିତାଇବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe