ସଂଜୟ ରାଉତଙ୍କ ଘର ବାହାରେ ବ୍ୟାନର୍‌, ତୁମ ଅହଙ୍କାର ମାତ୍ର ୪ ଦିନ

Advertisment
ସଂଜୟ ରାଉତଙ୍କ ଘର ବାହାରେ ବ୍ୟାନର୍‌, ତୁମ ଅହଙ୍କାର ମାତ୍ର ୪ ଦିନ

OpIndia

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ନେତା ସଂଜୟ ରାଉତଙ୍କ ବାସଭବନ ବାହାରେ ଆଜି ଏକ ବଡ଼ ବ୍ୟାନର ଲାଗିଛି । ବ୍ୟାନରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ବାଲସାହେବ ଠାକରେ, ଆଦିତ୍ୟ ଠାକରେ, ସଂଜୟ ରାଉତ ଏବଂ ଅନ୍ୟ ପ୍ରମୁଖ ନେତାଙ୍କ ଛବି ଅଛି। ଜଣେ ଶିବସେନା ନେତା ଏହି ବ୍ୟାନର ଲଗାଇଥିବା ଜଣାପଡ଼ିଛି। ଏହି ବ୍ୟାନରରେ ଲେଖା ଅଛି - ତୁମ ଅହଙ୍କାର ମାତ୍ର ୪ ଦିନ। କିନ୍ତୁ ଆମକୁ କ୍ଷମତା ଉତ୍ତରାଧିକାରୀ ସୂତ୍ରରେ ମିଳିଛି। ତେବେ ସଂଜୟ ରାଉତ ଏଭଳି ପୋଷ୍ଟରକୁ ସମାଲୋଚନା କରିଛନ୍ତି। ସିନ୍ଦେ ଜଣେ ପୁରୁଣା ଶିବ ସୈନିକ। ଆମେ ସିନ୍ଦେଙ୍କୁ ଛାଡ଼ି ପାରିବୁନି ଏବଂ ସିନ୍ଦେ ମଧ୍ୟ ଆମକୁ ଛାଡ଼ି ପାରିବେନି ବୋଲି ରାଉତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe