କଂଗ୍ରେସରେ ଯୋଗ ଦେବେ ବରୁଣ ଗାନ୍ଧୀ!

ଉତ୍ତରପ୍ରଦେଶର ୨୯ଟି, ପଶ୍ଚିମବଙ୍ଗର ୧୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ପିଲିଭିଟରୁ ବରୁଣ ଗାନ୍ଧି

ନୂଆଦିଲ୍ଲୀ : ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ପୁଅ ବରୁଣ ଗାନ୍ଧୀ ଆସନ୍ତା ଡିସେମ୍ବର ମାସରେ କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚାହଉଛି। ବରୁଣଙ୍କ ସାଙ୍ଗରେ ଗାନ୍ଧୀ ନାମ ଯୋଡ଼ି ହୋଇଥିବାରୁ ତାଙ୍କୁ ବିଜେପି କଣଠେସା କରୁଥିବା କୁହାଯାଉଛି। ତେଣୁ ସେ କଂଗ୍ରେସରେ ଯୋଗ ଦେବାନେଇ ନିଷ୍ପତ୍ତି ନେଇଛନ୍ତି ଓ ପ୍ରିୟଙ୍କା ଏବଂ ରାହୁଲ ଗାନ୍ଧୀଙ୍କ ସହ ସେ ଏନେଇ ବାରମ୍ବାର ଆଲୋଚନା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe