ଟୁର୍ଣ୍ଣାମେଣ୍ଟ ସମୟରେ ଖେଳାଳି ପତ୍ନୀମାନଙ୍କ ସହିତ ରହି ପାରିବେ ନାହିଁ

Advertisment

ନୂଆ ନିୟମ ଆଧାରରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ସମୟରେ ଖେଳାଳିମାନେ ସେମାନଙ୍କ ସ୍ତ୍ରୀଙ୍କ ସହିତ ରହିପାରିବେ ନାହିଁ। ପରିବାର କେବଳ ୨ସପ୍ତାହ ରହିବ। ଏଥିସହିତ ସିରିଜ ପାଇଁ ସମସ୍ତ ଖେଳାଳିଙ୍କୁ ବସରେ ହିଁ ଯାତ୍ରା କରିବାକୁ ପଡ଼ିବ। 

Updated On

ନୂଆ ନିୟମ ଆଧାରରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ସମୟରେ ଖେଳାଳିମାନେ ସେମାନଙ୍କ ସ୍ତ୍ରୀଙ୍କ ସହିତ ରହିପାରିବେ ନାହିଁ। ପରିବାର କେବଳ ୨ସପ୍ତାହ ରହିବ। ଏଥିସହିତ ସିରିଜ ପାଇଁ ସମସ୍ତ ଖେଳାଳିଙ୍କୁ ବସରେ ହିଁ ଯାତ୍ରା କରିବାକୁ ପଡ଼ିବ। 

ଅଦ୍ୟତନ ହୋଇଛି
ADFFRE

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଠାରୁ ପରାଜୟ ପରେ ବିସିସିଆଇ( ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ) ବ୍ୟବସ୍ଥାରେ ସଂଶୋଧନ ଆଣିବାକୁ ଉଦ୍ୟମ ଆରମ୍ଭ କରିଛି। ଏଥି ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ ଏଣିକି କୌଣସି ଶୃଙ୍ଖଳା ୪୫ ଦିନ କିମ୍ବା ତା’ ଠାରୁ ଅଧିକ ହୁଏ ତେବେ ଖେଳାଳିଙ୍କୁ ‌ସେମାନଙ୍କ ପରିବାର ସହିତ ୧୪ଦିନ ରହିବାକୁ ସୁଯୋଗ ମିଳିବ। ଯଦି ସିରିଜ୍ ଏହା ଠାରୁ କମ୍ ହୋଇଥିବ ତେବେ ୭ ଦିନ ରହିବାକୁ ଅନୁମତି ଦିଆଯିବ। 

ଅଧିକ ପଢ଼ନ୍ତୁ: ଉଦ୍ଧବଙ୍କୁ ଆଉ ଏକ ଝଟକା ଦେବାକୁ ସିନ୍ଦେଙ୍କ ଦଳର ଯୋଜନା

ନୂଆ ନିୟମ ଆଧାରରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ସମୟରେ ଖେଳାଳିମାନେ ସେମାନଙ୍କ ସ୍ତ୍ରୀଙ୍କ ସହିତ ରହିପାରିବେ ନାହିଁ। ପରିବାର କେବଳ ୨ସପ୍ତାହ ରହିବ। ଏଥିସହିତ ସିରିଜ ପାଇଁ ସମସ୍ତ ଖେଳାଳିଙ୍କୁ ବସରେ ହିଁ ଯାତ୍ରା କରିବାକୁ ପଡ଼ିବ। 

ଅଧିକ ପଢ଼ନ୍ତୁ: ଏଥର ବିନା ଆଇଟମ୍‌, ଅଶ୍ଲୀଳ ନୃତ୍ୟରେ ଜମିବ ଖଣ୍ଡଗିରି ଯାତ୍ରା ମେଳା

ଏମିତି କି ଗୌତମ ଗମ୍ଭୀରଙ୍କ ନିଜସ୍ବ ମ୍ୟାନେଜରଙ୍କୁ ବି ଭିଆଇପି ବକ୍ସ କିମ୍ବା ଟିମ ବସରେ ବସିବାର ଅନୁମତି ମିଳିବ ନାହିଁ। ତାଙ୍କର ଅନ୍ୟ ଏକ ହୋଟେଲରେ ରହିବାର ବ୍ୟବସ୍ଥା କରାଯିବ। କେବଳ ଏତିକି ନୁ‌ହେଁ ବିସିସିଆଇର କଠୋର ନିୟମ ଅନୁଯାୟୀ ସିରିଜ ପାଇଁ ଯାତ୍ରା କରୁଥିବା  ସମୟରେ ଖେଳାଳି ନେଉଥିବା ସାମଗ୍ରୀ ଯଦି ୧୫୦କିଲୋଗ୍ରାମରୁ ଅଧିକ ହୁଏ ତେବେ ବିସିସିଆଇ ଖେଳାଳିଙ୍କୁ ଦେଉଥିବା ଅତିରିକ୍ତ ସାମଗ୍ରୀ ଶୁଳ୍କ ‌ପୈଠ କରିବ ନାହିଁ।

ଅଧିକ ପଢ଼ନ୍ତୁ: ୪୦୦ସ୍କୁଲରେ ବୋମା ଥିବାର ମିଥ୍ୟା କଲ କରିଥିବା ପିଲାକୁ ଧରିଲା ପୁଲିସ

ଟିମ ଇଣ୍ଡିଆର ପରାଜୟ ପରେ ବିସିସିଆଇ ମୁମ୍ବାଇରେ ଏକ ବୈଠକ ଅନୁଷ୍ଠିତ କରିଥିଲା। ଏଥିରେ ହେଡ୍‌ କୋଚ୍‌ ଗୌତମ ଗମ୍ଭୀର, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅଧିନାୟକ ରୋହିତ ଶର୍ମା ମଧ୍ୟ ଉପସ୍ଥିତ ଥିଲେ। 

ଅଧିକ ପଢ଼ନ୍ତୁ: ଭାଇରାଲ ରୋକିବ ମାଟ୍ରିକ୍‌ ପ୍ରଶ୍ନପତ୍ରର ନମ୍ବରିଂ, ବାରକୋର୍ଡ ବ୍ୟବସ୍ଥା!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe