ନାବାଳିକା ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ:ସଂସଦରେ ବିଲ୍‌ ପାରିତ

ଡିସେମ୍ବର ୧୧ରୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ: ୧୨ ବର୍ଷରୁ କମ୍‌ ବୟସର ନାବାଳିକାଙ୍କୁ ଦୁଷ୍କର୍ମ କରି ଦୋଷୀ ସାବ୍ୟସ୍ତ ହେଉଥିବା ଅପରାଧୀଙ୍କୁ ଫାଶୀଦଣ୍ଡ ମିଳିବ। ସେମାନଙ୍କୁ କୌଣସି ପ୍ରକାର ତ୍ରାହି ଦିଆଯିବ ନାହିଁ। ଏ ସଂକ୍ରାନ୍ତ ଏକ ବିଧେୟକକୁ ଆଜି ସଂସଦରେ ମଂଜୁରି ମିଳିଛି। ପୂର୍ବରୁ ଏହି ବିଲ୍‌କୁ ଲୋକସଭାର ମଂଜୁରି ମିଳିଥିଲା। ଏପ୍ରିଲ୍‌ ୨୧ରେ ଏଥିପାଇଁ ସରକାରଙ୍କ ପକ୍ଷରୁ ଏକ ଅଧ୍ୟାଦେଶ ଅଣାଯାଇଥିଲା। କଠୁଆ ଓ ଉନ୍ନାଓ ଦୁଷ୍କର୍ମ ଘଟଣାକୁ ନେଇ ଦେଶରେ ପ୍ରବଳ ପ୍ରତିବାଦ କରାଯିବା ପରେ ସରକାର ଏହି ଅଧ୍ୟାଦେଶ ଆଣିଥିଲେ। ତେବେ ସଂସଦରେ ବିଲ୍‌କୁ ମଂଜୁରି ମିଳିଥିବା ଅଧ୍ୟାଦେଶ ସ୍ଥାନରେ ସଂଶୋଧିତ ଫୋଜଦାରୀ ଆଇନ ଲାଗୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe