Deccan Herald
କୋଚି: କଂଗ୍ରେସର ଭାରତ ଯୋଡ଼ ଯାତ୍ରାର ୧୪ତମ ଦିବସରେ ଆଜି କଂଗ୍ରେସ ନେତା ସଚିନ ପାଇଲଟ୍ ସାମିଲ ହୋଇଛନ୍ତି। ଏର୍ନାକୁଲମ ଜିଲ୍ଲାରେ ଯାତ୍ରା ସମୟରେ ସଚିନ ରାହୁଲ ଗାନ୍ଧିଙ୍କ ସହ ଏହି ପଦଯାତ୍ରାରେ ଯୋଗ ଦେଇଛନ୍ତି। ରାହୁଲ ଆଜି ମହାନ ଆଧ୍ୟାତ୍ମିକ ଗୁରୁ ତଥା ଦାର୍ଶନିକ ଶ୍ରୀ ନାରାୟଣ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ କେରଳର ମଦଵନାଠାରୁ ପୁଣି ଥରେ ପଦଯାତ୍ରା ଆରମ୍ଭ କରିଛନ୍ତି।
Follow Us