ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କୁ କରୋନା, ଏମ୍ସରେ ଭର୍ତ୍ତି ହେଲେ

Advertisment
ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କୁ କରୋନା, ଏମ୍ସରେ ଭର୍ତ୍ତି ହେଲେ

India Today

ପାଟନା : ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ କରୋନା ସଂକ୍ରମିତ ହୋଇଛନ୍ତି। ସୁଶୀଲ ମୋଦୀ ଚିକିତ୍ସା ପାଇଁ ପାଟନା ଏମ୍ସରେ ଭର୍ତ୍ତି ହୋଇଛନ୍ତି। ସେ ଆଜି ଏକ ଟ୍ବିଟ୍‌ କରି କହିଛନ୍ତି, ମୁଁ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି। ‌ତେବେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ସାମାନ୍ୟ ଜ୍ବର ହେବାରୁ ସେ କ‌ରୋନା ଟେଷ୍ଟ୍‌ କରାଇଥିଲେ ବୋଲି କହିଛନ୍ତି। ଫୁସ୍‌ଫୁସ ସିଟି ସ୍କାନ୍‌ ପାଇଁ ସେ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଖୁବ୍‌ ଶୀଘ୍ର ସେ ନିର୍ବାଚନୀ ପ୍ରଚାରକୁ ଫେରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe