ବିହାର: ନକ୍ସଲ୍‌ ଆକ୍ରମଣ ଘଟନାରେ ଜଣେ ମୃତ; ଚାରି ବସ୍‌ ପୋଡ଼ି

ବିହାର: ନକ୍ସଲ୍‌ ଆକ୍ରମଣ ଘଟନାରେ ଜଣେ ମୃତ; ଚାରି ବସ୍‌ ପୋଡ଼ି

ପାଟନା: ଶନିବାର ରାତିରେ ନକ୍ସଲ୍‌ ଆକ୍ରମଣ ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଲୋକଟିକୁ ଗୁଳି କରି ମାରିବା ପରେ ୪ଟି ବସ୍‌କୁ ନକ୍ସଲ୍‌ମାନେ ପୋଡ଼ି ପକାଇଛନ୍ତି।

ଶନିବାର ବିଳମ୍ବିତ ରାତ୍ରୀରେ ଔରଙ୍ଗାବାଦ ଜିଲ୍ଲାର ଦେବ ଅଞ୍ଚଳରେ ଏହି ନକ୍ସଲ୍‌ ଆକ୍ରମଣ ହୋଇଛି।

ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ ଫୋର୍ସ ଏବଂ ବିହାର ପୁଲିସ ଦଳ ପରେ ଘଟନା ସ୍ଥଳରେ ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe