ବିଜୟ ମାଲ୍ୟାଙ୍କ ସମ୍ପତ୍ତି: କେନ୍ଦ୍ର ସରକାରଙ୍କୁ ମିଳିଲା ୧୦୦ କୋଟି

Advertisment
ବିଜୟ ମାଲ୍ୟାଙ୍କ ସମ୍ପତ୍ତି: କେନ୍ଦ୍ର ସରକାରଙ୍କୁ ମିଳିଲା ୧୦୦ କୋଟି

Kingfisher chairman Vijay Mallya arriving to address a media conference to explain the airline's plans to stay afloat in Mumbai on Tuesday. *** Local Caption *** Kingfisher chairman Vijay Mallya arriving to address a media conference to explain the airline's plans to stay afloat in Mumbai on Tuesday. Express Photo By Dilip[ Kagda.15112011. Mumbai.

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ଜବତ କରିବା ପାଇଁ ଏବେ ପ୍ରବର୍ତ୍ତନ ନ୍ୟାୟାଳୟ(ଇଡି) ନିଷ୍ପତ୍ତି ନେଇଛି। ଜାଣିବାକୁ ମିଳିଛି ଯେ ପ୍ରତ୍ୟେକ୍ଷ ଓ ପରୋକ୍ଷା ଭାବେ ମାଲ୍ୟାଙ୍କ ଆକାଉଣ୍ଟ୍‌ରୁ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରାୟ ୧୦୦ କୋଟି ଟଙ୍କା ଟ୍ରାନ୍ସଫର୍‌ ହୋଇଛି।

ଉଲ୍ଲେଖଯୋଗ୍ୟ, ଗତ ୨ ମାସ ତଳେ ଷ୍ଟକ୍‌ ହୋଲଡିଂ କର୍‌ପୋରେସନ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ୍‌(ଏସ୍‌ଏଚ୍‌ସିଆଇଏଲ୍‌)କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାଲ୍ୟାଙ୍କ ଅଧିନରେ ଥିବା ଆକାଉଣ୍ଟ୍‌ରୁ ଟ୍ରାନନ୍ସଫର୍‌ କିମ୍ବା ଟଙ୍କା ଜମା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe