ଟିକାର ଦ୍ବିତୀୟ/ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ପାଇଲା ବାୟୋଲୋଜିକାଲ୍‌-ଇ

Advertisment
ଟିକାକରଣ ହେବେ ୩୫ ହଜାର ଯୁବକ ଯୁବତୀ

NDTV.com

ନୂଆଦିଲ୍ଲୀ : ବାୟୋଲୋଜିକାଲ୍‌ ଇ ଏହାର ଟିକା ‘କୋର୍ବେଭା‌କ୍ସ’ର ୫ ବର୍ଷରୁ ଉର୍ଦ୍ଧ୍ବ ଶିଶୁ ଏବଂ କିଶୋରଙ୍କ କ୍ଷେତ୍ରରେ ଦ୍ବିତୀୟ/ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ପାଇଁ ଅନୁମତି ପାଇଛି। ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଏଥିପାଇଁ ଅନୁମତି ଦେଇଛନ୍ତି। କୋର୍ବେଭାକ୍ସ ହେଉଛି ଏକ ଆର୍‌ବିଡି ପ୍ରୋଟିନ୍‌ ସବ୍‌-ୟୁନିଟ୍‌ ଟିକା। ବାୟୋଟେକ୍‌‌ନୋଲୋଜି ବିଭାଗ ଏବଂ ଏହାର ପିଏସୟୁ ସହାୟତାରେ ଏହି ଟିକାର ବିକାଶ ହୋଇଛି। ଏସ୍‌ଇସି (ସବଜେକ୍ଟ ଏକ୍ସପର୍ଟ‌୍ କମିଟି) ଏହି ଟିକାର ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ତଥ୍ୟକୁ ଭଲଭାବେ ସମୀକ୍ଷା କରିବାପରେ ଡିସିଜିଆଇ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ଦେଇଛନ୍ତି। ଏଯାବତ୍‌ ଦେଶରେ ୧୨ରୁ ୧୮ ବର୍ଷ ମଧ୍ୟରେ ଟିକାକରଣ ପାଇଁ ଜାଇଡସ୍‌ କାଡିଲାର ଟିକା ‘ଜାଇକଭ୍‌ -ଡି’ର ଏମର୍ଜେନ୍ସି ବ୍ୟବହାର ପାଇଁ ଅନୁମତି ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe