ନବ ଦାସଙ୍କୁ ବିଜେଡି ସାଂସଦଙ୍କ ଶ୍ରଦ୍ଧାଞ୍ଜଳି

Advertisment
ନବ ଦାସଙ୍କୁ ବିଜେଡି ସାଂସଦଙ୍କ ଶ୍ରଦ୍ଧାଞ୍ଜଳି

India News Diary

ନୂଆଦିଲ୍ଲୀ : ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ବିଜେଡି ସାଂସଦମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସଂସଦ ଭବନସ୍ଥିତ ବିଜେଡି କାର୍ଯ୍ୟ‌ାଳୟ‌ରେ ବିଜେଡିର ‌ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ସ୍ବର୍ଗତ ଦାଶଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe