ଆୟୁର୍ବେଦ ଗବେଷଣା ବିଲ୍‌କୁ ବିଜେଡିର ସମର୍ଥନ

Advertisment
ଏପ୍ରିଲ ୧୩ରେ ସରକାରୀ ଆୟୁର୍ବେଦିକ ଚିକିତ୍ସା ସଂଘର କର୍ମକର୍ତା ନିର୍ବାଚନ

Medimetry

ନୂଆଦିଲ୍ଲୀ : ଆଜି ରାଜ୍ୟସଭାରେ ଗୃହୀତ ହୋଇଥିବା ଆୟୁର୍ବେଦ ଶିକ୍ଷଣ ସଂସ୍ଥାନ ଓ ଗବେଷଣା ବିଲ୍-୨୦୨୦କୁ ବିଜୁଜନତା ଦଳ (ବିଜେଡି) ପକ୍ଷରୁ ସମର୍ଥନ କରାଯାଇଥିଲା।

ଆଲୋଚନାରେ ଭାଗ ନେଇ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ କହିଥିଲେ, ଭାରତ ଆୟୁର୍ବେଦର ଜନ୍ମ ଏବଂ ବିଶ୍ବ ଭାରତର ଆୟୁର୍ବେଦର ଶିକ୍ଷା ଅନୁଷ୍ଠାନର ଉଚ୍ଚସ୍ତରୀୟ ଗବେଷଣା ଓ ପ୍ରଶିକ୍ଷଣକୁ ଗୁରୁତ୍ବ ଦେଇଥାଏ। ବିଲ୍ ଦ୍ବାରା ଆୟୁର୍ବେଦ ଶିକ୍ଷଣ ସଂସ୍ଥାନ ଓ ଗବେଷଣାର ମର୍ଯ୍ୟାଦା ବୃଦ୍ଧି ହେବ। ତେବେ, ଆୟୁର୍ବେଦ ନିବାରଣ ଓ ଉପଚାରତ୍ମାକ ଦୃଷ୍ଟି କୋଣରୁ ଚିକିତ୍ସା ବ୍ୟୟ ବହୁଳ ନୁହେଁ ବୋଲି ସାଂସଦ ଶ୍ରୀ ନନ୍ଦ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe