ମହାରାଷ୍ଟ୍ର ନିର୍ବାଚନ: ଆସିଲା ବିଜେପିର ୩ୟ ତାଲିକା

Advertisment

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜର ୩ୟ ତାଲିକା ପ୍ରକାଶ କରିଛି । ଏଥିରେ ମୋଟ ୨୫ ଜଣଙ୍କ ନାଁ ରହିଛି । ଏହା ସହିତ ବିଜେପି ଏପର୍ଯ୍ୟନ୍ତ ମୋଟ ୧୪୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଲାଣି । 

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜର ୩ୟ ତାଲିକା ପ୍ରକାଶ କରିଛି । ଏଥିରେ ମୋଟ ୨୫ ଜଣଙ୍କ ନାଁ ରହିଛି । ଏହା ସହିତ ବିଜେପି ଏପର୍ଯ୍ୟନ୍ତ ମୋଟ ୧୪୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଲାଣି । 

BJP

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜର ୩ୟ ତାଲିକା ପ୍ରକାଶ କରିଛି । ଏଥିରେ ମୋଟ ୨୫ ଜଣଙ୍କ ନାଁ ରହିଛି । ଏହା ସହିତ ବିଜେପି ଏପର୍ଯ୍ୟନ୍ତ ମୋଟ ୧୪୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଲାଣି । 

ଏହି ୨୫ ବିଧାନସଭା ପ୍ରାର୍ଥୀଙ୍କ ସହ ବିଜେପି ନାନ୍ଦେଡ ଲୋକସଭା ଆସନ ପାଇଁ ଉପନିର୍ବାଚନ ପାଇଁ ମଧ୍ୟ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ନାନ୍ଦେଡ ଲୋକସଭା ଉପନିର୍ବାଚନ ପାଇଁ ସନ୍ତୁକ ମାରୋତରାଓ ହମ୍ବାର୍ଡେଙ୍କ ନାମ ଘୋଷଣା କରିଛି। ବିଜେପି ନାଗପୁର-ପଶ୍ଚିମ ଆସନରୁ ସୁଧାକର କୋହଲେ ଏବଂ ନାଗପୁର-ଉତ୍ତର ଆସନରୁ ମିଲିନ୍ଦ ପାଣ୍ଡୁରଙ୍ଗ ମାନେଙ୍କୁ ପ୍ରାର୍ଥୀ କରିଛି। ଏହାବ୍ୟତୀତ ଦେବେନ୍ଦ୍ର ଫଡନାଭିସଙ୍କ ପିଏ ଥିବା ସୁମିତ ୱାଙ୍ଖଡେଙ୍କୁ ବିଜେପି ଅର୍ଭିରୁ ଟିକେଟ ଦେଇଛି।

ଏହା ପୂର୍ବରୁ ପ୍ରଥମ ତାଲିକାରେ ବିଜେପିର ୯୯ ଜଣ ଓ ଦ୍ୱିତୀୟ ତାଲିକାରେ ୨୨ ଜଣ ପ୍ରାର୍ଥୀଙ୍କ ନାମ ଥିଲା । ସେହିପରି ତୃତୀୟ ତାଲିକାରେ ୨୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହାକୁ ମିଶାଇ ବିଜେପି ଏପର୍ଯ୍ୟନ୍ତ ୧୪୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

ଏହା ପୂର୍ବରୁ ପ୍ରଥମ ତାଲିକାରେ ବିଜେପିର ୯୯ ଜଣ ଓ ଦ୍ୱିତୀୟ ତାଲିକାରେ ୨୨ ଜଣ ପ୍ରାର୍ଥୀଙ୍କ ନାମ ଥିଲା । ସେହିପରି ତୃତୀୟ ତାଲିକାରେ ୨୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହାକୁ ମିଶାଇ ବିଜେପି ଏପର୍ଯ୍ୟନ୍ତ ୧୪୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପ୍ରଥମ ତାଲିକାରେ ବିଜେପି ଭୋକର ବିଧାନସଭା ଆସନରୁ ଅଶୋକ ଚୌହ୍ୱାନଙ୍କ ଝିଅ ଜୟା ଅଶୋକ ଚୌହ୍ୱାନଙ୍କୁ ପ୍ରାର୍ଥୀ କରିଛି। ସେହିପରି ମୁମ୍ବାଇର ଅଧିକାଂଶ ବର୍ତ୍ତମାନର ବିଧାୟକଙ୍କୁ ବିଜେପି ପୁଣି ଥରେ ଟିକେଟ ଦେଇଛି। ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରଶେଖର ବାୱନକୁଲେଙ୍କୁ କାମ୍ତିରୁ ଏବଂ ରାଜ୍ୟ ମନ୍ତ୍ରୀ ସୁଧୀର ମୁନଗଣ୍ଟିୱାରଙ୍କୁ ବଲ୍ଲରପୁରରୁ ଟିକେଟ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe