ରାଜସ୍ଥାନରେ ବିଜେପିକୁ ୫୦ରୁ ଅଧିକ ଆସନ ମିଳିବନି: ପାଇଲଟ୍‌

Advertisment
ରାଜସ୍ଥାନରେ ବିଜେପିକୁ ୫୦ରୁ ଅଧିକ ଆସନ ମିଳିବନି: ପାଇଲଟ୍‌

ଜୟପୁର: ରାଜସ୍ଥାନ ରାଜନୀତି ଏବେ ଅଧିକ ଉଷ୍ମ ହୋଇଉଠିଛି। କଂଗ୍ରେସ ନେତା ସଚିନ୍‌ ପାଇଲଟ୍‌ କହିଛନ୍ତି, ରାଜ୍ୟରେ ବିଜେପି ପୁଣି କ୍ଷମତା ଦଖଲ କରିବ ବୋଲି ସ୍ବପ୍ନ ଦେଖୁଛି। କିନ୍ତୁ ଦଳର ଏହି ସ୍ବପ୍ନ କେବେ ପୂରଣ ହେବନାହିଁ। ରାଜ୍ୟ ବିଧାନସଭାରୁ ବିଜେପିକୁ ଏଥର ୫୦ରୁ ଅଧିକ ଆସନ ମିଳିବ ନାହିଁ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ରାଜ୍ୟରେ ବିଜେପିକୁ ଜିତାଇବା ପାଇଁ ବିପୁଳ ଅର୍ଥ ମଧ୍ୟ ଖର୍ଚ୍ଚ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe