ସେପ୍‌ଟେମ୍ବରରୁ ବିଜେପିର ପ୍ରଚାର ଅଭିଯାନ

Advertisment
ସେପ୍‌ଟେମ୍ବରରୁ ବିଜେପିର ପ୍ରଚାର ଅଭିଯାନ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପି ସେପ୍‌୍‌ଟେମ୍ବରରୁ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି।ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ ଶାହ ଦଳୀୟ ନେତାଙ୍କ ସହିତ ଏ ବାବଦରେ ଆଲୋଚନା କରିବା ସହିତ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇବାକୁ ସଙ୍କେତ ଦେଇସାରିଛନ୍ତି। ଏଥିପାଇଁ ଖୁବ୍‌୍‌ଶୀଘ୍ର ସାଂଗଠନିକସ୍ତରରେ ବଡ଼ ଧରଣର ଅଦଳବଦଳ କରାଯିବ ବୋଲି ମଧ୍ୟ ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ସାଗଠନିକ ଅଦଳବଦଳ ପ୍ରକ୍ରିୟା ଶେଷ କରରାଯିବ ବୋଲି ଜଣାପଡ଼ିଛି। ସେପ୍‌ଟେମ୍ବର ସୁଦ୍ଧା ବିଭିନ୍ନ ସଂସଦୀୟ କ୍ଷେତ୍ରରେ ଦଳଳ ସ୍ଥିତି ସଂପର୍କରେ ସମୀକ୍ଷା କାର୍ଯ୍ୟ ଶେଷ କରାଯିବ ଏବଂ ସେହି ଆଧାରରେ ପ୍ରାର୍ଥୀ ଚୟନ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe