ମିଜୋରାମ୍ରେ କଂଗ୍ରେସକୁ ହରାଇ ମିଜୋ ନ୍ୟାସ୍ନାଲ୍ ଫ୍ରଣ୍ଟ୍ ସରକାର ଗଢ଼ିବାକୁ ଯାଉଛି। ତେବେ ଦଳର ଅଧ୍ୟକ୍ଷ ଜୋରାମ୍ଥଙ୍ଗା ଉଭୟ ବିଜେପି ଓ କଂଗ୍ରେସ ବିରୋଧରେ ନିଜ ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ କିମ୍ବା ବିଜେପି ସହିତ କୌଣସି ମେଣ୍ଟ କରାଯିବ ନାହିଁ। ଏହି ଦୁଇ ଦଳଠାରୁ ଏମ୍ଏନ୍ଏଫ୍ ବହୁ ଦୂରରେ ରହିବ। ସରକାରରେ କୌଣସି ଦଳକୁ ସାମିଲ କରାଯିବ ନାହିଁ ବୋଲି ଜୋରାମ୍ଥଙ୍ଗା କହିଛନ୍ତି।
ବିଜେପି-କଂଗ୍ରେସଠୁ ଦୂରରେ ରହିବ ମିଜୋରାମ୍ ସରକାର
Advertisment
Follow Us