ହରିୟାଣା : ୮ ନେତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କଲା ବିଜେପି

Advertisment

ଦଳବିରୋଧୀ କାର୍ଯ୍ୟପାଇଁ ହରିୟାଣା ବିଜେପି ୮ ଜଣ ଦଳୀୟ ନେତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛି। ଏହି ନେତାମାନେ ବିଧାନସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିପକ୍ଷରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ।

ଦଳବିରୋଧୀ କାର୍ଯ୍ୟପାଇଁ ହରିୟାଣା ବିଜେପି ୮ ଜଣ ଦଳୀୟ ନେତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛି। ଏହି ନେତାମାନେ ବିଧାନସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିପକ୍ଷରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ।

bjp flag


ଗୁରୁଗ୍ରାମ: ଦଳବିରୋଧୀ କାର୍ଯ୍ୟପାଇଁ ହରିୟାଣା ବିଜେପି ୮ ଜଣ ଦଳୀୟ ନେତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛି। ଏହି ନେତାମାନେ ବିଧାନସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିପକ୍ଷରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଏହି ୬ ନେତାଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ରଣଜିତ ଚୌଟାଲା ଏବଂ ପୂର୍ବତନ ବିଧାୟକ ଦେବେନ୍ଦ୍ର କାଦୟାନଙ୍କ ନାମ ରହିଛି। ହରିୟାଣା ବିଜେପି ରାଜ୍ୟ ସଭାପତି ମୋହନଲାଲ ବରୌଲି ଏହି ୮ ଜଣ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଛନ୍ତି।

ଦଳର ଘୋଷିତ ପ୍ରାର୍ଥୀଙ୍କ ବିପକ୍ଷରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏହି ନେତାମାନଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି।

ଏହି କାର୍ଯ୍ୟାନୁଷ୍ଠାନ ସଂପର୍କରେ ବିଜେପି ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି । ଲାଡୱାରୁ ସନ୍ଦୀପ ଗର୍ଗ, ଅସାନ୍ଧରୁ ଜିଲରାମ ଶର୍ମା, ଗଣୌରରୁ ଦେବେନ୍ଦ୍ର କାଦୟାନ, ସଫିଡୋରୁ ବଚ୍ଚନ ସିଂ ଆର୍ଯ୍ୟ, ରାନିଆରୁ ରଣଜିତ ଚୌଡାଲା, ମହାମରୁ ରାଧା ଅହଲାବତ, ଗୁରୁଗ୍ରାମରୁ ନବୀନ ଗୋଏଲ ଏବଂ ହାଥିନରୁ କେହର ସିଂ ରାୱତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe