ଲକ୍ଷ୍ନୌ: ଲକ୍ଷ୍ନୌରେ ଜଣେ ବିଜେପି ନେତାଙ୍କୁ କିଛି ଦୁର୍ବୃତ୍ତ ଛୁରିମାଡ଼ କରି ହତ୍ୟା କରିଛନ୍ତି। ପ୍ରତିଶମଣି ତ୍ରିପାଠୀ ନାମକ ଏହି ବିଜେପି ନେତାଙ୍କୁ ଗତ ସୋମବାର ରାତିରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ ଏବଂ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ରାସ୍ତାରେ ଫିଙ୍ଗି ପଳାଇଥିଲେ।
ଲକ୍ଷ୍ନୌରେ ବିଜେପି ନେତାଙ୍କୁ ହତ୍ୟା
Advertisment
Follow Us