ବିଜେପି ଏମ୍‌ପି ରୀତା ବହୁଗୁଣା ଯୋଷୀ ଦୋଷୀ ସାବ୍ୟସ୍ତ

Advertisment

୨୦୧୨ରେ ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ କରିଥିଲେ

୨୦୧୨ରେ ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ କରିଥିଲେ

ବିଜେପି ଏମ୍‌ପି ରୀତା ବହୁଗୁଣା ଯୋଷୀ ଦୋଷୀ ସାବ୍ୟସ୍ତ

Business Standard

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଏକ କୋର୍ଟ ଶୁକ୍ରବାର ବିଜେପି ଏମ୍‌ପି ରୀତା ବହୁଗୁଣା ଯୋଷୀ ଓ ଅନ୍ୟ ୪ ଜଣଙ୍କୁ ୨୦୧୨ର ଏକ ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ସେତେବେଳେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ୁଥିଲେ। ନିର୍ବାଚନ ପ୍ରଚାରର ଅନ୍ତିମ ତାରିଖ ପରେ ବି ସେ ରୢାଲି କରିଥିଲେ ଓ ଏହି ରୢାଲିରେ ବହୁ ସଂଖ୍ୟାରେ ଗାଡ଼ି ଓ ମାଇକ୍‌ ବ୍ୟବହାର କରିଥିଲେ। ଯୋଷୀ ବର୍ତ୍ତମାନ ଆଲ୍ଲହାବାଦରୁ ବିଜେପିର ସାଂସଦ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe