ଚଣ୍ଡିଗଡ଼ ମେୟର ନିର୍ବାଚନ ଜିତିଲା ବିଜେପି

Advertisment

ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପିର ବାଜିମାତ୍‌ ହୋଇଛି। ଆପ୍‌-କଂଗ୍ରେସ ମେଣ୍ଟକୁ ୧୭ ଭୋଟ୍‌ ମିଳିଥିବାବେଳେ ବିଜେପିକୁ ୧୯ଟି ଭୋଟ୍‌ ମିଳିଛି। ଆପ୍‌ର ପ୍ରେମଲତାଙ୍କୁ ହରାଇ ବିଜେପି ପ୍ରାର୍ଥୀ ହରପ୍ରୀତ କୌର ବବ୍‌ଲା ବିଜୟୀ ହୋଇଛନ୍ତି।

ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପିର ବାଜିମାତ୍‌ ହୋଇଛି। ଆପ୍‌-କଂଗ୍ରେସ ମେଣ୍ଟକୁ ୧୭ ଭୋଟ୍‌ ମିଳିଥିବାବେଳେ ବିଜେପିକୁ ୧୯ଟି ଭୋଟ୍‌ ମିଳିଛି। ଆପ୍‌ର ପ୍ରେମଲତାଙ୍କୁ ହରାଇ ବିଜେପି ପ୍ରାର୍ଥୀ ହରପ୍ରୀତ କୌର ବବ୍‌ଲା ବିଜୟୀ ହୋଇଛନ୍ତି।

sfsffcx

ଚଣ୍ଡିଗଡ଼: ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପିର ବାଜିମାତ୍‌ ହୋଇଛି। ଆପ୍‌-କଂଗ୍ରେସ ମେଣ୍ଟକୁ ୧୭ ଭୋଟ୍‌ ମିଳିଥିବାବେଳେ ବିଜେପିକୁ ୧୯ଟି ଭୋଟ୍‌ ମିଳିଛି। ଆପ୍‌ର ପ୍ରେମଲତାଙ୍କୁ ହରାଇ ବିଜେପି ପ୍ରାର୍ଥୀ ହରପ୍ରୀତ କୌର ବବ୍‌ଲା ବିଜୟୀ ହୋଇଛନ୍ତି। ଉଲ୍ଳେଖଯୋଗ୍ୟ,  ଚଣ୍ଡିଗଡ଼ ମେୟର ନିର୍ବାଚନ ପାଇଁ ବିଜେପି ଏବଂ ଆପ୍‌-କଂଗ୍ରେସ ମେଣ୍ଟ ମଧ୍ୟରେ ହାଇ ଭୋଲ୍ଟେଜ୍‌ ଲଢ଼େଇ ଚାଲିଥିଲା।  ମେୟର ପଦ ପାଇଁ ଆଜି ପୂର୍ବାହ୍ନ ୧୧.୨୦ ସମୟରେ ଚଣ୍ଡିଗଫଡ଼ ପୌର ନିଗମ ସଭା‌ ଗୃହରେ ଭୋଟ୍‌ ଗ୍ରହଣ ହୋଇଥିଲା।   ସିକ୍ରେଟ୍‌ ବାଲଟ୍‌ ଦ୍ବାରା ଭୋଟ୍‌ ଗ୍ରହଣ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe