୩୦ ବର୍ଷ ପରେ ବିଜେପି ହାତରେ କୁନ୍ଦରକୀ ଆସନ: ୧୧ ମୁସଲମାନ ପ୍ରାର୍ଥୀ ପରାଜିତ

Advertisment

ଉତ୍ତରପ୍ରଦେଶର ଏକ ମୁସଲମାନ ବହୁଳ ନିର୍ବାଚନମଣ୍ଡଳୀ କୁନ୍ଦରକୀରେ ୧୧ ଜଣ ମୁସଲମାନ ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇ ଦେଇଛନ୍ତି ଜଣେ ହିନ୍ଦୁ ବିଜେପି ପ୍ରାର୍ଥୀ।   ବିଜେପିର ରାମବୀର ଠାକୁର  କୁନ୍ଦରକୀ ଆସନରେ ୯୦ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି।

dsadgdgadg

IndiaToday

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଏକ ମୁସଲମାନ ବହୁଳ ନିର୍ବାଚନମଣ୍ଡଳୀ କୁନ୍ଦରକୀରେ ୧୧ ଜଣ ମୁସଲମାନ ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇ ଦେଇଛନ୍ତି ଜଣେ ହିନ୍ଦୁ ବିଜେପି ପ୍ରାର୍ଥୀ।   ବିଜେପିର ରାମବୀର ଠାକୁର  କୁନ୍ଦରକୀ ଆସନରେ ୯୦ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି। କୁନ୍ଦରକୀରେ ରାମବୀର ଠାକୁରଙ୍କ ବିଜୟ ସହ ବିଜେପି ୩୦ ବର୍ଷ ପରେ ଏହି ଆସନ  ଦଖଲ କରିଛି।  ବିଜେପିର ‘ଏକ ହୈ ତୋ ସେଫ୍‌ ହୈ’ ସ୍ଲୋଗାନ ଏଠାରେ ଦଳର ମନ୍ତ୍ର ପାଲଟିଥିଲା। ୧୯୯୩ରେ ବିଜେପି ଶେଷ ଥର ପାଇଁ କୁନ୍ଦରକୀରେ ନିର୍ବାଚନ ଜିତିଥିଲା।  ସେତେବେଳେ ଚନ୍ଦ୍ର ବିଜୟ ଏହି ଆସନରେ ଜିତିଥିଲେ।  ଉଲ୍ଲେଖଯୋଗ୍ୟ, ପଶ୍ଚିମ ଉତ୍ତରପ୍ରଦେଶର ସମ୍ଭଲ ଲୋକସଭା ଆସନର ଏକ ଅଂଶ ହେଉଛି କୁନ୍ଦରକୀ। ଏଠାରେ ମୁସଲମାନ ଜନସଂଖ୍ୟା ଅଧିକ।  ଉକ୍ତ ନିର୍ବାଚନମଣ୍ଡଳୀର ୬୦ ପ୍ରତିଶତ ଜନସଂଖ୍ୟା ମୁସଲମାନ ସମ୍ପ୍ରଦାୟର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe