ରାହୁଲ, ରାଜନଙ୍କୁ ବିଜେପିର ସମାଲୋଚନା

Advertisment
‌ସୋନିଆଙ୍କୁ ବିଜେପିର ଜବାବ: ଲୋକେ ଭୋଟ୍‌ ନଦେଲେ ଇସିକୁ କାହିଁକି ଦାୟୀ କରୁଛ

India Today

ନୂଆଦିଲ୍ଲୀ : ଆର୍ଥିକ ବର୍ଷ ୨୦୨୨-୨୩ରେ ଭାରତୀୟ ଅର୍ଥନୀତି ୭.୨ ପ୍ରତିଶତ ଭଳି ଚମତ୍କାର ବେଗରେ ଆଗକୁ ବଢ଼ି ବିଶ୍ବର ଅନ୍ୟ ସବୁ ଦେଶକୁ ପଛରେ ପକାଇ ଦେବା ପରେ ବିଜେପି ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ କଡ଼ା ସମାଲୋଚନା କରାଯାଇଛି।

ଅତୀତରେ ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲ ଓ ରାଜନଙ୍କ ମଧ୍ୟରେ ଏକ ବାର୍ତାଳାପ ଭିଡିଓ ଜାରି ହୋଇଥିଲା‌ ଯେଉଁଥିରେ ରାଜନ କହିଥିଲେ ଯେ ଭାରତ ଭାଗ୍ୟଶାଳୀ ହୋଇଥିଲେ ୫% ଅଭିବୃଦ୍ଧି ହାସଲ କରିପାରିବ। ବିପେଜିର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ହେଉଥିବା ବିକାଶ ବିରୋଧରେ ଘୃଣା ସୃଷ୍ଟି କରିବା ହେଉଛି ରାହୁଲଙ୍କ ପ୍ରକୃତ ପ୍ରାଥମିକତା। ରାଜନଙ୍କୁ ‌ସେ ପ୍ରାୟୋଜିତ ବିଶେଷଜ୍ଞ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe