ପଞ୍ଜାବରେ ଭୟଙ୍କର ବାଣ ବିସ୍ଫୋରଣ ୧୫ ମୃତ, ୩ରୁ ଅଧିକ ଆହତ

ପଞ୍ଜାବରେ ଭୟଙ୍କର ବାଣ ବିସ୍ଫୋରଣ ୧୫ ମୃତ, ୩ରୁ ଅଧିକ ଆହତ

https://www.indiatoday.in/

ନୂଆଦିଲ୍ଲୀ: ଏମିତି ବି ଆସେ ମୃତ୍ୟୁ ! ପ୍ରଭୁଙ୍କୁ ନାମ ସଂକୀର୍ତ୍ତନ କରୁଥିବାବେଳ ସବୁ ଦିନ ପାଇଁ ଶୋଇପଡ଼ିଲେ ୧୫ ଜଣ ଶ୍ରଦ୍ଧାଳୁ । ଏଭଳି କିଛି ଛାତିଥରା ଘଟଣା ଆସିଛି ପଞ୍ଜାବର ତରନତାରନରୁ । ନଗର ସଂକୀର୍ତ୍ତନ ସମୟରେ ଏକ ଟ୍ରାକ୍ଟର ଟ୍ରଲିରେ ବଡ଼ ବିସ୍ଫୋରଣ ହୋଇଛି । ଯେଉଁଥିରେ ପାଖାପାଖି ୧୫ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଏପରିକି ୩ରୁ ଅଧିକ ଲୋକେ ଆହତ ହୋଇଛନ୍ତି ଆଉ ସେମାନଙ୍କ ଚିକିତ୍ସା ପାଇଁ ନିକଟସ୍ଥତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe