ସିଆରପିଏଫ୍ କ୍ୟାମ୍ପରେ ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ: ଜଣେ ଯବାନ ମୃତ ଓ ଦୁଇ ଗୁରୁତର

Advertisment
କରୋନାରେ ରୋଗୀଙ୍କ ମୃତ୍ୟୁ, ଆସିଲେନି ସମ୍ପର୍କୀୟ; ପିପିଇ କିଟ୍‌ ପିନ୍ଧି ସ୍କୁଟିରେ ଶବ ନେଲେ ଦୁଇପୁଅ

image source: India today

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଜଗଦଲପୁର ସିଆରପିଏଫ୍ କ୍ୟାମ୍ପରେ ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିବା ଫଳରେ ଜଣେ ଯବାନ ମୃତ ଓ ଦୁଇ ଯବାନ ଗୁରୁତର ହୋଇଥିବାର ଖବର ମିଳିଛି। ଜଣେ ଯବାନ ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇବା ଫଳରେ ଏଭଳି ଅଘଟଣ ଘଟିଛି।
ଗୁରୁତର ଯବାନଙ୍କୁ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସିଆରପିଏଫ-୨୪୧ ବାଟାଲିୟନର ୩ ଜଣ ଯବାନଙ୍କ ମଧ୍ୟରେ ବଚସା ଯୋଗୁଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ଘଟଣାର କାରଣ ଅସ୍ପଷ୍ଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe