ନୂଆଦିଲ୍ଲୀ: ମିଅାଁମାର ରାଷ୍ଟ୍ରମୁଖ୍ୟ ଅଙ୍ଗ ସାନ ସୁକି’ଙ୍କ ଲେକ୍ସାଇଡ୍ ୟାଙ୍ଗନ୍ ବାସଗୃହ ପରିସରକୁ ଆଜି ଏକ ବୋମା ନିକ୍ଷେପ କରାଯାଇଥିଲା। ମିଅାଁମାର ସରକାରର ଜଣେ ମୁଖପାତ୍ରଙ୍କ କହିବା ଅନୁଯାୟୀ ଗତକାଲି ବୋମା ମାଡ଼ ସମୟରେ ସୁକି ଅନ୍ୟତ୍ର ଥିଲେ। କିନ୍ତୁ ଏହା ଏକ ପେଟ୍ରୋଲ୍ ବୋମା ଥିଲା ଏବଂ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ ବୋଲି ସେ କହିଛନ୍ତି । ବିଦ୍ରୋହୀ ଶାସକ ଗୋଷ୍ଠୀ ଦ୍ୱାରା ଅନେକ ବର୍ଷ ଧରି ଉକ୍ତ ବାସଗୃହରେ ସୁକି ଗୃହବନ୍ଦୀ ଥିଲେ।
ସୁକି’ଙ୍କ ଘର ଉପରକୁ ବୋମାମାଡ଼
Advertisment
Follow Us