ବ୍ରେକ୍ସିଟ୍ ଭୋଟ୍ ବିଳମ୍ବ ହେବ

Advertisment
ବ୍ରେକ୍ସିଟ୍ ଭୋଟ୍ ବିଳମ୍ବ ହେବ

ଲଣ୍ଡନ: ୟୁରୋପୀୟ ସଂଘରୁ ବାହାରି ଆସିବା ଲାଗି ବ୍ରିଟେନ ସଂସଦରେ ହେବାକୁ ଥିବା ଭୋଟକୁ ପ୍ରଧାନମନ୍ତ୍ରୀ ଥେରେସା ମେ ଘୁଞ୍ଚାଇ ଦେଇଛନ୍ତି। ଏହି ପ୍ରସ୍ତାବ କାଟ୍ ଖାଇଯିବାର ଆଶଙ୍କା ଥିବାରୁ ପ୍ରଧାନମନ୍ତ୍ରୀ ଏହାକୁ ଘୁଞ୍ଚାଇ ଦେଇଥିବା କୁହାଯାଉଛି। ୟୁରୋପୀୟ ସଂଘର ପ୍ରତିନିଧିମାନଙ୍କ ସହ ‌ବ୍ରିଟେନ ପ୍ରଧାନମନ୍ତ୍ରୀ ବ୍ରସେଲ୍ସ ଯିବେ। ସେଠାରେ ଅଧିକ ଏ ନେଇ ଅଧିକ ମୂଲଚାଲ କରିବା ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe