ଦେଶ- ବିଦେଶ ବ୍ରାଜିଲରେ ଅଚାନକ ବନ୍ୟା ଓ ଭୂସ୍ଖଳନ, ଶତାଧିକ ମୃତ Advertisment February 18, 2022, 04:35 AM IST 18 Feb 2022 04:35 IST Sambad Digital Follow Us Khaleej Times ନୂଆଦିଲ୍ଲୀ : ବ୍ରାଜିଲର ପେଟ୍ରୋପଲିସରେ ପ୍ରବଳ ବର୍ଷା ଯୋଗୁଁ ଅଚାନକ ବନ୍ୟା ଆସିଛି। ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ବ୍ରାଜିଲର ଏନ୍ସିଡି (ନ୍ୟାସନାଲ ସିଭିଲ୍ ଡିଫେନ୍ସ) ସୂଚନା ଅନୁଯାୟୀ ୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି।