ବ୍ରାଜିଲ ବନ୍ୟା: ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି

Advertisment
ବ୍ରାଜିଲ ବନ୍ୟା: ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି

NBC News

ବ୍ରାସିଲିଆ: ବ୍ରାଜିଲରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କୋଷ୍ଟାଲ ନର୍ଥ କୋରଲିନା ସହର ବୁଡ଼ିଯାଇଛି। କେଉଁଠି ମାଟି ଅତଡା ଧସିଛି ତ କେଉଁଠି ଜଳାର୍ଣ୍ଣବ ଭଳ ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ପୋଲ ଭାସିଯାଇଛି। ଅନେକ ସ୍ଥାନରେ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ସୋମବାରଠାରୁ ବର୍ଷା ଲାଗି ରହିଥିବାବେଳେ ରାତି ୨ଟା ସୁଦ୍ଧା ବର୍ଷା ଲାଗି ରହିଛି। ଗୋଟେ ପଟେ ବନ୍ୟା ଅନ୍ୟପଟେ ଭୁସ୍ଖଳନ ପରିସ୍ଥିତିକୁ ଜଟିଳ କରି ଦେଇଛି। ମୃତ୍ୟୁ ସଂଖ୍ୟା ୯୧ରେ ପହଞ୍ଚିଥିବା ଏବିସି ନ୍ୟୁସ ପକ୍ଷରୁ ସୂଚନା ମିଳିଛି।

ବିଶେଷ କରି କୋଷ୍ଟାଲ ଜର୍ଜିଆ, ଫ୍ଲୋରିଡା, ଠମ୍ପା, ସାନ ଜାକ୍ୱିନ, କୋଷ୍ଟାଲ ନର୍ଥ କୋରଲିନା ସବୁଠୁ ଅଧିକ କ୍ଷତିଗସ୍ତ ହୋଇଛି । ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି। ବର୍ଷା ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ପନରଂବୁକୋ ସହର । ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର ଲୋକଙ୍କୁ ଅସ୍ଥାୟୀ ଶିବିରରେ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe