ଲେକ୍ଷ୍ନୗର କୁରାମନଗର ଅଞ୍ଚଳର ଏହି ବ୍ୟକ୍ତି ଜଣକ ବିବାହ ପୂର୍ବରୁ ଅଧିକ ଯୌତୁକ ମାଗିଥିଲେ। ଯୌତୁକ ନଦେଲେ ବିବାହ କରିବେ ନାହିଁ ଧମକ ବି ଦେଲେ। ଶେଷରେ ଅତିଷ୍ଠ ହୋଇ କନ୍ୟା ପକ୍ଷ ବିବାହ ଦିନ ହିଁ ବରକୁ ଲଣ୍ଡା କରିଦେଲେ। ଲଣ୍ଡା ହେବା ପରେ ଶିଶୁପାଳ ହୋଇ ବର ଫେରିଥିଲେ। ଘଟଣାଟି ଏବେ ଉତ୍ତର ପ୍ରଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
ବରକୁ ଲଣ୍ଡା କଲେ କନ୍ୟା ପକ୍ଷ
Advertisment
Follow Us