ଲଣ୍ଡନ୍: ଅର୍ଥ ଠକେଇ ଭୟରେ ବ୍ରିଟେନ୍ ଏହାର ‘ଗୋଲ୍ଡେନ୍ ଭିସା’କୁ ସାମୟିକ ଭାବେ ବାତିଲ କରିଦେଇଛି। ଏହି ଭିସା ବଳରେ ପୁଂଜିପତି ଏବଂ ଶିଳ୍ପପତିମାନେ ବ୍ରିଟେନ୍ରେ ରହିବାର ଅଧିକାର ପାଇ ପାରୁଛନ୍ତି। ଅଧିକାଂଶ ଧନୀକ ଭାରତୀୟ ମଧ୍ୟ ଏହି ଭିସା ମାଧ୍ୟମରେ ବ୍ରିଟେନ୍ର ସ୍ଥାୟୀ ଅଧିବାସୀ ହୋଇପାରିଛନ୍ତି।
ଅର୍ଥ ଠକେଇ ଭୟ ଗୋଲ୍ଡେନ୍ ଭିସା ବାତିଲ କଲା ବ୍ରିଟେନ୍
Advertisment
Follow Us