ବ୍ରିଟେନ୍‌: ବିଦେଶ ମନ୍ତ୍ରୀଙ୍କ ଇସ୍ତଫା

Advertisment
ଜି-୭ ସମ୍ମିଳନୀରେ ଯୋଗଦେବାକୁ ମୋଦୀଙ୍କୁ ଆମନ୍ତ୍ରଣ କଲେ ବୋରିସ ଜନସନ

ଲଣ୍ଡନ: ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ୍‌ର ପ୍ରସ୍ଥାନ (ଯାହାକୁ ବ୍ରେକ୍‌ଜିଟ୍‌ ବୋଲି କୁହାଯାଉଛି) ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଥେରେସା ମେ ସରକାର ବିଫଳ ହେବାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଇତିମଧ୍ୟରେ ଦେଶର ବିଦେଶ ମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଇସ୍ତଫା ଦେଇଛନ୍ତି। ଫଳରେ ସରକାରଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe