ଦିଲ୍ଲୀରୁ ଫେରିଗଲେ ବ୍ରିଟିଶ ଏମ୍‌ପି

Advertisment
ଦିଲ୍ଲୀରୁ ଫେରିଗଲେ ବ୍ରିଟିଶ ଏମ୍‌ପି

Sirf News

ନୂଆଦିଲ୍ଲୀ/ଲଣ୍ଡନ୍‌: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରୁଥିବା ଜଣେ ବ୍ରିଟିଶ ସାଂସଦ ଡେବି ଆବ୍ରାହମ୍‌ଙ୍କୁ ଆଜି ଦିଲ୍ଲୀ ବିମା‌ନବନ୍ଦରରୁ ଫେରାଇ ଦିଆଯାଇଛି। ଡେବିଙ୍କ ଦାବି ଅନୁଯାୟୀ ତାଙ୍କ ପାଖରେ ଭିସା ଥାଇ ମଧ୍ୟ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ଫେରାଇ ଦିଆଯାଇଛି। ଅନ୍ୟପକ୍ଷେ ଲେବର ପାର୍ଟି ଏମ୍‌ପି ଡେବି ଆବ୍ରାହମ୍‌ଙ୍କର ଏହି ଦାବିକୁ ଭାରତୀୟ ଗୃହ ମନ୍ତ୍ରାଳୟ ଖଣ୍ଡନ କରିଛି। ପୂର୍ବରୁ ତାଙ୍କ ଇ-ଭିସା ବାତିଲ ହୋଇଥିବା ପ୍ରସଙ୍ଗରେ ତାଙ୍କୁ ଅବଗତ କରାଯାଇଥିଲା ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe